NHAI ନାଁରେ ମାମଲା କଲା ପୋଲିସ


NHAI ନାଁରେ ମାମଲା କଲା ପୋଲିସ।ଘଟଗାଁ ଆସୁଥିବା ବେଳେ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟଣା।୨୭୪/୨୩ରେ ନିଜ ଆଡ଼ୁ ମାମଲା ରୁଜୁ କଲା ଘଟଗାଁ ପୋଲିସ।NHAIର PDଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କଲା ପୋଲିସ।ରାସ୍ତା କାମ ସାରିନଥିବା ଓ ପାଟ୍ରୋଲିଂ ଠିକ ହେଉନଥିବା ଦର୍ଶାଇ ମାମଲା।


error: Content is protected !!