ଶ୍ରାବଣୀ ନନ୍ଦଙ୍କୁ ପୁରସ୍କାର


ଶ୍ରାବଣୀ ନନ୍ଦଙ୍କୁ ପୁରସ୍କାର।ଶ୍ରାବଣୀ ନନ୍ଦଙ୍କୁ ୯ଲକ୍ଷ ୪୦ ହଜାର ଅର୍ଥ ରାଶି।କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କରାଗଲା ସମ୍ମାନିତ।ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା।ଜାତୀୟ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିଥିଲେ ଶ୍ରାବଣୀ।୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଶ୍ରାବଣୀ ନନ୍ଦ।


error: Content is protected !!