ଲୁଲୁ ଭାଈଙ୍କ ଜନ୍ମଦିନ


ଆଜି ଆମ ପ୍ରିୟ ବଡ଼ ଭାଇ ଆମ ସୁଖ ଦୁଃଖ ସାଥୀ ପୂର୍ବତନ ମନ୍ତ୍ରୀ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା (ଲୁଲୁ ଭାଈ)ଙ୍କୁ ଶୁଭ ଜନ୍ମଦିନ ଅବସରରେ ତାଙ୍କୁ ନିଶ୍ଚିନ୍ତକୋଇଲି ବ୍ଲକ୍ ବିଜୁ ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳ ଏବଂ ସୋସିଆଲ ମିଡ଼ିଆ ସଂଯୋଜକ ଲୁଲୁ ସେନା ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ | ତାଙ୍କର ଦୀର୍ଘ ଏବଂ ନିରାମୟ ଜୀବନ ପାଇଁ ଆମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ | 💐💐💐Happy Birthday LULU Bhai❤️❤️❤️🌹🌹🌹


error: Content is protected !!