ଦୁର୍ଦାନ୍ତ ଅପରାଧୀ ଉପରେ ପୋଲିସ ଏନକାଉଣ୍ଟର


ଦୁର୍ଦାନ୍ତ ଅପରାଧୀ ଉପରେ ପୋଲିସ ଏନକାଉଣ୍ଟର। ଜଗତସିଂହପୁର ତିର୍ତୋଲ ର ଦୁର୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଓରଫ(ଲିକୁ)କୁ ଏନକାଉଆଣ୍ଟର। ସୁଶାନ୍ତ ନାମରେ ରାଜ୍ୟ ର ବିଭିନ୍ନ ଥାନା ରେ ସଙ୍ଗିନୀ ଅପରାଧୀ ରହିଛି। ନିଶ୍ଚିନ୍ତକୋଇଲି ଥାନା ଅଶୁରେଶ୍ଵର ଖେଳ ପଡ଼ିଆରେ ହୋଇଛି ଏନକାଉଆଣ୍ଟର। ନିଶ୍ଚିନ୍ତକୋଇଲି ଥାନା ଏସ ଆଇ ତପନ ନାୟକ କରିଛନ୍ତି ଏନକାଉଆଣ୍ଟର।


error: Content is protected !!