ମୁକ୍ତ ଆକାଶ


ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ “ମୁକ୍ତ ଆକାଶ” ବ୍ରହ୍ମପୁର ଦିବ୍ୟାଙ୍ଗ କଲ୍ୟାଣ ସଂଗଠନ ତରଫରୁ ସ୍ଥାନୀୟ ନେଳିଆବନ୍ଧ ସାହି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଉପ ମେୟର ଶ୍ରୀ ଇ. ବିବେକ ରେଡ୍ଡୀ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା, ସ୍ଥାନୀୟ କର୍ପୋରେଟର, ବିଜେଡି ନେତୃବୃନ୍ଦ ତଥା ଦିବ୍ୟାଙ୍ଗ ସଂଗଠନର ସଭାପତି ତଥା ସମସ୍ତ ନିର୍ବାହୀ କର୍ମକର୍ତ୍ତା ଓ ସଦସ୍ୟ,ସଦସ୍ୟା ମାନଙ୍କ ଗହଣରେ ରହି ଦିବ୍ୟାଙ୍ଗ ମାନଙ୍କୁ ମାନପତ୍ର ଦେଇ ସହାୟତା ପ୍ରଦାନ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦାସର୍ବଦା ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ମାନଙ୍କ ପାଇଁ କରିଥିବା ବହୁ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କିତ ଯୋଜନା ଗୁଡିକ ବିଷୟରେ ଅବଗତ କରାଇ ସେସବୁର ଲାଭ ଉଠାଇବା ପାଇଁ ଉତ୍ସାହିତ କରିଥିଲେ..।


error: Content is protected !!