ଆଜିଠୁ ସଂସଦର ଶୀତ ଅଧିବେଶନ


ଆଜିଠୁ ସଂସଦର ଶୀତ ଅଧିବେଶନ।୧୮ଟି ବିଲ୍ ହେବ ଆଗତ। ମୋହୁଆ ମୈତ୍ର ସାଂସଦ ପଦରୁ ବହିଷ୍କାର ପାଇଁ ଲୋକସଭାରେ ଆଗତ ହୋଇପାରେ ରିପୋର୍ଟ। ଡିସେମ୍ବର ୨୨ତାରିଖ ଯାଏଁ ଚାଲିବ ସେସନ୍।


error: Content is protected !!