ଓଡ଼ିଶାକୁ ଅଳ୍ପ ପବନ ବେଶୀ ବର୍ଷା


ଓଡ଼ିଶାକୁ ଅଳ୍ପ ପବନ ବେଶୀ ବର୍ଷା।ବାତ୍ୟା ମିଗ୍‌ଜୋମ୍‌ର ବିଶେଷ ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ।ଓଟିଭିକୁ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା।ବାତ୍ୟା ମିଗଜୋମ କାଲି ଆନ୍ଧ୍ର ବାପାଟ୍‌ଲାରେ ଉପକୂଳ ଛୁଇଁବ।ସ୍ଥଳଭାଗ ଛୁଇଁ ଉପକୂଳରେ ସମାନ୍ତରାଳ ଭାବେ ଗତି କରିବ।


error: Content is protected !!