ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଓଡ଼ିଶା


ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଓଡ଼ିଶା।୨୦୨୧ରେ ରାଜ୍ୟରେ ୩୧, ୩୫୨ ମହିଳା ବିରୋଧୀ ଅପରାଧ ଥିଲା।୨୦୨୨ରେ ମହିଳା ବିରୋଧୀ ଅପରାଧ ୨୩ , ୬୪୮କୁ ଖସିଥିବା ରିପୋର୍ଟ।ତେବେ ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ବଢ଼ିଛି।୨୦୨୧ରେ ୭,୮୯୯ ଶିଶୁ ବିରୋଧି ଅପରାଧ ଥିଲା , ୨୨ରେ ୮,୨୪୦।


error: Content is protected !!