ବାପଟ୍‌ଲାରୁ ୩୦୦ ଓ ମଛଲିପଟନମର ୩୨୦ କିମି ଦୂରରେ ବାତ୍ୟା


ବାପଟ୍‌ଲାରୁ ୩୦୦ ଓ ମଛଲିପଟନମର ୩୨୦ କିମି ଦୂରରେ ବାତ୍ୟା।ଅଧିକ ଘନୀଭୂତ ହୋଇ କାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ।ନେଲୋର ଓ ମଛଲିପଟନମ୍‌ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ।ଭୀଷଣ ବାତ୍ୟା ରୂପ ନେଇ ବାପଟ୍‌ଲା ପାଖରେ ଅତିକ୍ରମ କରିବ।ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ।


error: Content is protected !!