ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ


ମହାଶୟ, ସମ୍ବଲପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ ,ଜିଲ୍ଲା ,ବ୍ଲକ ଓ ପଞ୍ଚୟତ କର୍ମ କର୍ତା ଙ୍କୁ ଵିନମ୍ରତା ର ସହିତ ନିବେଦନ କରୁଚୁ ଆଜି ୫.୧୨.୨୦୨୩ (ମଙ୍ଗଳ ବାର)ସକାଳ ୯. ୩୦ ସମୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଧନୁପାଲି ଛକ ପାଖରେ ଥିବା ଆଦିତ୍ୟ ରୋୟଲ ପେଲେସ ଠାରେ ଅନୁଷ୍ଠିତ ହେବ ।ଏହି ସଭାରେ ଯୁବ, ଛାତ୍ର ରାଜ୍ୟ ସଭାପତି ,ଯୁବ ବ୍ୟାପାର ସାଧାରଣ ସମ୍ପାଦକ ଓ ସ୍ଥାନୀୟ ନେତୃ ମଣ୍ଡଳୀ ଉପସ୍ଥିତ ରହି ଆଗାମୀ ଦିନରେ ଯୁବ ଛାତ୍ର ନେତୃତ୍ୱ ବିଜୁ ଜନତା ଦଳର ଗୁରୁଦାୟିତ୍ୱ ବହନ କରିବେ ସେନେଇ ଉଦ୍ବୋଧନ ଦେବେ ।ଏଣୁ ସମସ୍ତେ ଉପସ୍ଥିତ ରହି ବିଜୁ ଯୁବ ଛାତ୍ର ଦଳର ଗାରିମା କୁ ଅକ୍ଷୁର୍ଣ୍ଣ ରଖିବେ ଧନ୍ୟବାଦ ସହବିଜୁ ଯୁବ, ଛାତ୍ର ଜନତା ଦଳ ସମ୍ବଲପୁର


error: Content is protected !!