ବୈଠକରେ ଯୋଗ ଦେବେନାହିଁ ବୋଲି କହିଲେ ମମତା ବାନାର୍ଜୀ


I.N.D.I.A. ମେଣ୍ଟରେ ଦେଖାଦେଲା କି ଫାଟ?ଦିନକ ପରେ ଦିଲ୍ଲୀରେ ବସିବ ଏହି ବିରୋଧୀ ମେଣ୍ଟର ବୈଠକ।ବୈଠକରେ ଯୋଗ ଦେବେନାହିଁ ବୋଲି କହିଲେ ମମତା ବାନାର୍ଜୀ ଅନ୍ୟ କାର୍ଯ୍ୟକ୍ରମ ଥିବା କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବୈଠକ ସଂପର୍କରେ ଆଗୁଆ ସୂଚନା ମିଳିନଥିବା କହିଲେ।


error: Content is protected !!