କମିଶନରେଟ ପୋଲିସରେ ଅଦଳବଦଳ


କମିଶନରେଟ ପୋଲିସରେ ଅଦଳବଦଳ।ଜୋନ-୧ ଏସିପି ମାନସ ଗଡ଼ନାୟକଙ୍କୁ IUCAWକୁ ବଦଳି।ଜୋନ-୧ର ନୂଆ ଏସିପି ହେଲେ ଏସ.ଏନ ମୁଦୁଲି।ଏସ.ଏନ ମୁଦୁଲି ପୂର୍ବରୁ ଜୋନ-୪ ଏସିପି ଥିଲେ।ଶୁଭ୍ରାଂଶୁ ଶେଖର ନାୟକ ହେଲେ ଜୋନ-୪ର ନୂଆ ଏସିପି।


error: Content is protected !!