ମିଶନ ଶକ୍ତି ମା’ ମାନଙ୍କ ଦ୍ୱାରା ବିଭିନ୍ନ କଳା କୌଶଳ ପରିବେଷଣ


କଟକ ବାଲିଯାତ୍ରାରେ ମିଶନ ଶକ୍ତି ମା’ ମାନଙ୍କ ଦ୍ୱାରା ବିଭିନ୍ନ କଳା କୌଶଳମାନ ସୁଦୂର କଳାହାଣ୍ଡି ରୁ ଆସି ପରିବେଷଣ କରିଥିଲେ ଓ ଗୃହ ପାଳିତ ପଶୁ ପ୍ରାଣୀ ମାନଙ୍କର ଉନ୍ନତ ମାନର ଉଚିତ ରକ୍ଷଣାବେକ୍ଷଣ ଏବଂ ବିନା ମାଟିରେ କେବଳ ପାଣି ଦ୍ୱାରା ଘାସ ଚାଷ କରାଯିବା , ଏମିତି ଅନେକ କିଛି କଳାକୌଶଳ ଜାଣିବାକୁ ପାଇଲୁ।


error: Content is protected !!