ଛାଡ଼ ହେବ ବକେୟା ଗାଡ଼ି ଜରିମାନା


ଛାଡ଼ ହେବ ବକେୟା ଗାଡ଼ି ଜରିମାନା।ବକେୟା ଗାଡ଼ି ଜରିମାନା ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି।ସ୍କ୍ରାପ୍‌ କରିବାକୁ ଇଚ୍ଛୁକ ଗାଡ଼ି ମାଲିକଙ୍କ ଜରିମାନା ଓ ଟିକସ ଛାଡ଼ ହେବ।ଟିକସ ଦେଇ ଗାଡ଼ି ଚଳାଇବାକୁ ଇଚ୍ଛା କଲେ ଜରିମାନା ସଂପୂର୍ଣ୍ଣ ଛାଡ଼।ଜରିମାନା ଛାଡ଼ ସହ ଗାଡ଼ିର ବୟସ ଅନୁଯାୟୀ ଟିକସକୋହଳ ହେବ।


error: Content is protected !!