ଓଡ଼ିଶା ଭିଜିଲାନ୍ସ ଦେଶରେ ଟପ୍‌


ଆୟ ବହିର୍ଭୂତ ସଂପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସକୁ ବଡ଼ ସଫଳତା।ବେଆଇନ ସଂପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସକୁ ଦେଶରେ ପ୍ରଥମ ସ୍ଥାନ।ବେଆଇନ ସଂପତ୍ତି ନେଇ ସର୍ବାଧିକ ମାମଲା ଠାବ କରିବାରେ ରେକର୍ଡ।NCRB ତଥ୍ୟ ଅନୁସାରେ ୨୦୨୨ରେ ଓଡ଼ିଶା ଭିଜିଲାନ୍ସକୁ ସଫଳତା।


error: Content is protected !!