ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ 4ଜଣ ଶିକ୍ଷାଧିକାରୀଙ୍କୁ ସମ୍ମାନ ଜନକ ଜାତୀୟ ପୁରସ୍କାର ପ୍ରଦାନ


ଓଡ଼ିଶା ସରକାଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ 4 ଜଣ ଶିକ୍ଷାଧିକାରୀ ଙ୍କୁ ଶିକ୍ଷା ପ୍ରଶାସନ କ୍ଷେତ୍ର ରେ ଅଭିନବ ପ୍ରୟାସ ପାଇଁ 2020-21ଓ 2021-22 ପାଇଁ ସମ୍ମାନ ଜନକ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । କଟକ ଜିଲ୍ଳାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ, ପ୍ରାକ୍ତନ ବ୍ଲକ ଶିକକ୍ଷା ଅଧିକାରୀ ବାଲିପାଟଣା, ମହେଶ୍ୱର ସାହୁ, ଶ୍ରୀମତୀ ପ୍ରଜ୍ଞା ପାରମିତା ଜେନା, ଓ ଶ୍ରୀ ଭାଗିରଥି ବେହେରା ଙ୍କୁ ଭାରତ ସରକାର ଙ୍କ ଜାତୀୟ ଶୈଖିକ ଯୋଜନା ଓ ପ୍ରଶାସନ ନୂଆଦିଲ୍ଲୀ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯକ୍ରମ ରେ କେନ୍ଦ୍ର ସରକାରଙ୍କ ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନ ଜନକ ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ।


error: Content is protected !!