ରଗଡ଼ି ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ


ଯାଜପୁର: ରଗଡ଼ି ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ, ଜେଲ୍‌ ପରିସର ନିର୍ମାଣାଧୀନ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ମୃତ କଏଦୀ କୋରେଇ ଅଞ୍ଚଳର ସୂଚନା, ଆତ୍ମହତ୍ୟା ସନ୍ଦେହ।


error: Content is protected !!