ଲଗାଣ ବର୍ଷା ଯୋଗୁଁ ଛୋଟ ଧରଣର ଭୂସ୍ଖଳନ


କୋରାପୁଟ: ଲଗାଣ ବର୍ଷା ଯୋଗୁଁ ଛୋଟ ଧରଣର ଭୂସ୍ଖଳନ, କୋଟିଆ ପଞ୍ଚାୟତ ମାଡକାର ଗାଁ ଯିବା ବାଟରେ ଭୂସ୍ଖଳନ,ପାହାଡ଼ ଉପରୁ ଛୋଟ ଛୋଟ ପଥର ଖସି ରାସ୍ତାରେ ପଡ଼ିଛି, ରାସ୍ତାକୁ ପଥର ଖସିଥିଲେ ବି କେହି ଆହତ ହୋଇନଥିବା ସୂଚନା।


error: Content is protected !!