ଜୁନିଅର ମେହମୁଦଙ୍କ ପରଲୋକ


ଭେଟେରାନ୍ ବଲିଉଡ ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ। କ୍ୟାନସରରେ ଆକ୍ରାନ୍ତ ଜୁନିଅର ମେହମୁଦଙ୍କ ୬୭ ବର୍ଷ ବୟସରେ ପରଲୋକ।୬୦ ଓ ୭୦ ଦଶକର ଚର୍ଚ୍ଚିତ ଶିଶୁ କଳାକାର ଜୁନିଅର ମେହମୁଦ।୪ ଦଶନ୍ଧିର କ୍ୟାରିଅରରେ ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ।


error: Content is protected !!