ଡ଼ାଲଙ୍ଗ ସାର୍ବଜନୀନ ୧୬ ପ୍ରହର କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ବାଲେଶ୍ଵର:(ଭଗବାନ ପଣ୍ଡା):- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ର ଅଧିନସ୍ଥ ଡାଲଙ୍ଗ ଗ୍ରାମ କ୍ଲବ ଘର ନିକଟରେ ଆଜି ୭ ଘଟିକା ସମୟ ରେ ସାର୍ବଜନୀନ ଷୋଅଳ ପ୍ରହର କମିଟି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିଆସନ୍ତା ଆଗାମୀ ନୂଆ ବର୍ଷ ଆସୁ ଥିବା ନେଇ ୨୦୨୪ ରିଖ ଜାନୁଆରୀ ନୂଆ ବର୍ଷ ରେ ୩ ଦିନ ପ୍ରତିବର୍ଷ ଧରି ଷୋଅଳ ପ୍ରହର ହେଇଆସୁଥିବା ଆଜି ଏଇ ବୈଠକ ରେ କେମିତି ପୂଜା ପଦ୍ଧତି ଓ ପ୍ରଭୁ ଙ୍କର ନାମ ସଂକୀର୍ତ୍ତନ ଏବଂ ଭକ୍ତ ମାନେ ଅନ୍ନ ପ୍ରସାଦ କିପରି ପାଇବେ ସମସ୍ତ ଶାନ୍ତି ଶୃଙ୍ଖଳା ଆଖି ଆଗରେ ରଖି କେମିତି ଷୋଅଳ ପ୍ରହର ନାମ ସଂକୀର୍ତ୍ତନ ହୋଇ ପାରିବ ବୈଠକ ରେ ଆଲୋଚନା ହୋଇଥିଲାଉକ୍ତ ବୈଠକରେ ସମ୍ପାଦକ ପ୍ରଦୀପି କୁମାର ପଣ୍ଡା,ସହ ସମ୍ପାଦକ ଲମ୍ବୋଦର ପାଣ୍ଡିଆ, ସରପଞ୍ଚ ଅଜୟ କୁମାର ନାୟକ ଓ ସାର୍ବଜନୀନ ଷୋଅଳ ପ୍ରହର କମିଟି ର ସଦସ୍ୟ ଏବଂ ଡାଲଙ୍ଗ ଗ୍ରାମର ଗ୍ରାମବାସୀମାନେ ମାନେ ବୈଠକରେ ଉପସ୍ଥିତ ରହି ଷୋଅଳ ପ୍ରହର ନାମ ସଂକୀର୍ତ୍ତନ ଓ ସବୁ କ୍ଷେତ୍ରରେ ସୂଚାରୁରୂପେ ପାଳନ ହୋଇପାରିବ ଆଲୋଚନାରେ କରାଯାଇଥିବା ଦେଖିବାକୁ ମିଳିଛି।


error: Content is protected !!