ହିଞ୍ଜିଳିକାଟୁ ବ୍ଲକରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ


ଗଂଜାମ:(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):- ହିଞ୍ଜିଳିକାଟୁ ବ୍ଲକରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ରେ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବ୍ଲକ ପ୍ରସାଶନ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା।B ,D ,O, ସୁବ୍ରତ କୁମାର ଜେନା, ଅଧ୍ୟକ୍ଷତାରେ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷୟ ସୁବାସ ଚନ୍ଦ୍ର ପୋଲାଇ।68ନମ୍ବର ଜୋନ୍ ଜିଲ୍ଲା ପରିଷଦ୍ୟା ବ୍ଲକ ଅଧକ୍ଷୟା ସରସ୍ବତୀ ସେଠୀ , ବ୍ଲକ ଉପାଧ୍ୟକ୍ଷୟ ସୁନିଲ ଗନ୍ତାୟତ ଜିଲ୍ଲାପରିଷଦ ଏ, ସୁଦର୍ଶନ, ସାମାଜିକ ସୁରକ୍ଷା ଅଧିକାରୀ। ଶୁଭମୟୀ ବେହେରା ମଞ୍ଚାସିନ୍ ଥିଲେ। ବ୍ଲକ ସମସ୍ତ ପଞ୍ଚାୟତ ସମିତିର ସରପଞ୍ଚ ଓ ସମିତି ସଭ୍ୟ ଶିବିରରେ ଯୋଗ ଦେଇଥିଲେ। ବ୍ଲକ ର ସମସ୍ତ ପଞ୍ଚାୟତ ରୁ ଶହ ଶହ ଭିନ୍ନକ୍ଷମ ଆଶିଥିଲେ। ନିଜ ନିଜର ଅଭିଯୋଗ କରିଥିଲେ। କିନ୍ତୁ ଭିନ୍ନକ୍ଷମ ମାନଙ୍କୂ ତୁରନ୍ତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସାଇକେଲ,2ଟି,ହୁଇଲ ଚେୟାର 3ଟି ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ଚକ୍ଷୁ କ୍ରନକଳା ମାନସିକ ବିକାର ଗ୍ରସ୍ତ,ଅସ୍ତ୍ରି ଶଲ୍ୟ ବିଭାଗର ବିଭିନ୍ନ ଡ଼ାକ୍ତର ମାନେ ଆସି ଏହି ଶିବିର ରେ ଯୋଗଦେଇଥିଲେ। ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ ସହ ପରୀକ୍ଷା ପରାମର୍ଶ କରିଥିଲେ। ଏହି ଶିବିର ରେ ଗୁଡ଼ାଏ ଷ୍ଟଲ ଖୋଲାଯାଇ ଥିଲା। ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ସମସ୍ତ ସୁବିଧା ସୁଯୋଗ ଦିଆଯାଇନଥିଲା। ଭିନ୍ନକ୍ଷମ କୁ 18 ବର୍ଷ ହେଉଥିବା, ନୂତନ ଭୋଟର ତାଲିକା ରେ ପଞ୍ଜିକରଣ ଓ ଆପତ୍ତି ଅଭିଯୋଗ ଦରଖାସ୍ତ ଆବେଦନ କରାଯିବା କାମ ନିର୍ଦ୍ଧାରିତ ପାଈଁ ଏକ ସ୍ବତନ୍ତ୍ର ଷ୍ଟଲ୍ ଖୋଲା ହୋଇଥିଲା। ଆଜିର ଏହି ଶିବିର ରେ ବ୍ଲକ୍ ସମସ୍ତ କର୍ମଚାରୀ ଓ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।


error: Content is protected !!