ମହୁଆ ମୈତ୍ର ରିପୋର୍ଟ ଉପସ୍ଥାପନ


ସାଂସଦ ମହୁଆ ମୈତ୍ର ମାମଲା: ଲୋକସଭାରେ ରିପୋର୍ଟ ଉପସ୍ଥାପନ।ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପନ କଲେ ସାଂସଦ ବିନୋଦ ସୋନକାର ରିପୋର୍ଟ ଉପସ୍ଥାପନ ପରେ ବିରୋଧୀଙ୍କ ହୋହଲ୍ଲା, ଗୃହ ମୁଲତବି।


error: Content is protected !!