ଅଖା ଭିତରେ ଯୁବକଙ୍କ ମୃତଦେହ


ନିଆଳି: ଅଖା ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର।ନିଆଳି ଥାନା କବିଚନ୍ଦ୍ରପୁର ଗାଁ ନିକଟ ଜୋରରୁ ମୃତଦେହ ଉଦ୍ଧାର। ମୃତ ଯୁବକ କବିଚନ୍ଦ୍ରପୁର ଗାଁର, ୩ ତାରିଖରୁ ନିଖୋଜ ଥିଲେ।ହତ୍ୟା ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଲା ନିଆଳି ଥାନା ପୋଲିସ।


error: Content is protected !!