ଐତିହାସିକ କଟକ ବାଲିଯାତ୍ରା ଉତ୍ସବରେ ରାଷ୍ଟ୍ରପତି
-ସୁସଜିତ ବୋଟ୍ରେ ଯାତ୍ରା କଲେ ରାଷ୍ଟ୍ରପତି
-ବାଲିଯାତ୍ରା ଉତ୍ସବରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ
-ମହାନଦୀରେ ନିଜେ ବୋଇତ ଭସାଇଲେ ରାଷ୍ଟ୍ରପତି
-ବ୍ୟାଟେରୀ ଗାଡ଼ିରେ ବସି ବର୍ଣ୍ଣାଢ଼୍ୟ ଆୟୋଜନ ବୁଲି ଦେଖିଲେ
-ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ସାଂସଦ ଉପସ୍ଥିତ
WhatsApp us