ଇତିହାସ ପାଲଟିଲା ଆର୍ଟିକିଲ ୩୭୦ ଉଚ୍ଛେଦ


▪️କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ।

▪️୪ବର୍ଷ ୪ ମାସ ୬ ଦିନ ପରେ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ଲାଗିଲା ‘ସୁପ୍ରିମ’ ମୋହର ।

▪️ ଜାମ୍ମୁ କାଶ୍ମୀରରେ ‘୩୭୦’ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି ।

▪️ ‘୩୭୦’ ଉଚ୍ଛେଦକୁ ବୈଧ କହିବା ସହ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ ।

▪️ ଏହି ରାୟକୁ ନେଇ ୫ ଜଣିଆ ଖଣ୍ଡପୀଠଙ୍କ ସହମତି ଥିବା ସୂଚନା ମିଳିଛି l


error: Content is protected !!