ନିରୁଧିଷ୍ଠ


ଏ ହେଉଛନ୍ତି ରତ୍ନାକର ଦାସ ଜଣେ ମାନସିକ ବିକୃତ , ଘର ଗୋପାଳପୁର ପଞ୍ଚାୟତ ବେଗୁନିଆ ପଦା,,,, ଆଜି ସକାଳ 7 ଟା ରୁ କୁ ଆଡ଼େ ପଳେଇଛନ୍ତି, ଘର ଲୋକେ ଯେତେ ଖୋଜାଖୋଜି କଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ଅତା ପତା ମିଳିନି,, ଯଦି କେହି ଆଙ୍କୁ ଦେଖନ୍ତି ତେବେ ତଳେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ* 🙏 *Name-Ratnakar Das, At-Beguniapada Po-Gopalpur, mahanga , cuttack.Mob-8018343771*


error: Content is protected !!