ମୋହନ ଯାଦବ ହେବେ ମଦ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ


ମୋହନ ଯାଦବ ହେବେ ମଦ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ |ଆଜି ତାଙ୍କୁ ନୂତନ ବିଧାୟକ ମଣ୍ଡଳୀର ମୁଖ୍ୟ ଘୋଷଣା କରାଯାଇଛି ସେ ପୂର୍ବରୁ ଦୁଇଥର ବିଧାୟକ ଥିଲେ |ଏଥର ସେ ଉଜ୍ଜୟିନୀ ରୁ ଜିତିଛନ୍ତି ତାଙ୍କୁ 54 ବର୍ଷ ବୟସ ହୋଇଥିଲା ବେଳେ ତାଙ୍କ ଉପରେ ବିଜେପି ପାର୍ଟି 2024 କେନ୍ଦୀୟ ନିର୍ବାଚନ ଆଖିରେ ରଖି ଟ୍ରମ୍ପ କାର୍ଡ ଖେଳିଛି |


error: Content is protected !!