ଛତିଶଗଡ଼ ପ୍ରଭାବ ପଡ଼ିବ


ଛତିଶଗଡ଼ ବିଜୟର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କହିଲେ ବୈଜୟନ୍ତ।ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା।ଓଡ଼ିଶାର ଅନେକ କାର୍ଯ୍ୟକର୍ତ୍ତା ଛତିଶଗଡ଼ ବିଜୟ ପାଇଁ ପରିଶ୍ରମ କରିଥିଲେ।ଏହାର ପ୍ରଭାବ ନିଶ୍ଚୟ ଓଡ଼ିଶା ଉପରେ ପଡ଼ିବ।


error: Content is protected !!