ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଫେସବୁକ ID ହ୍ୟାକ


ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଫେସବୁକ ID ହ୍ୟାକ।ଫେସବୁକ ID ହ୍ୟାକ ହୋଇଥିବା ନିଜେ ଜଣାଇଲେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ। ଟଙ୍କା ମାଗିବା ଓ ଠକାମିର ଶିକାର ନହେବାକୁ ସଚେତନ କଲେ ଜିଲ୍ଲାପାଳ।


error: Content is protected !!