ଓଡ଼ିଶାରେ ସରିଲା IT ରେଡ୍


ଓଡ଼ିଶାରେ ସରିଲା IT ରେଡ୍ର।ରାଜ୍ୟରେ IT ରେଡ୍ ପ୍ରସଙ୍ଗ , ଆୟକର ବିଭାଗର ଚଢ଼ାଉ ପରେ EDକୁ ଦିଆଗଲା ସୂଚନା।ଓଡ଼ିଶାରେ ଆୟକର ବିଭାଗର ଚଢ଼ାଉ ଶେଷ , ବଲାଙ୍ଗିର ଛାଡ଼ିଲେ IT ଓ CISF ଅଧିକାରୀ।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସୂଚନା ଦେଲା ଆୟକର ବିଭାଗ।ବର୍ତ୍ତମାନ ଓଡ଼ିଶାରେ ଇଡ଼ି ତଦନ୍ତ ଆରମ୍ଭ ହୋଇପାରେ।


error: Content is protected !!