ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ


ପୂର୍ବରୁ ମଧ୍ୟ ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ଆମେ ନିଜ ସୁରକ୍ଷା ପାଇଁ ଆବେଦନ କରିଥିଲୁ।ସବୁ କାମ ଲୋକଙ୍କ ଉପରେ ଛାଡି ଦେବା ଠିକ ନୁହେଁ।ଆମେ ମଧ୍ୟ ସବୁ ଅଂଚଳ ସୁରକ୍ଷା ଉପରେ ଧ୍ୟାନ ଦେଉଚୁ।ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।


error: Content is protected !!