ରାଜଧାନୀରେ ବଢ଼ୁଛି ଆପର୍ଟମେଣ୍ଟ ଚୋରୀ


ରାଜଧାନୀରେ ବଢ଼ୁଛି ଆପର୍ଟମେଣ୍ଟ ଚୋରୀ: କମିଶନର ପୋଲିସ।ଆପାର୍ଟମେଣ୍ଟ ଚୋରୀ ଆମ ପାଇଁ ଚାଲେଞ୍ଜ: କମିଶନର ପୋଲିସ।ସହର ବଢ଼ୁଥିବାରୁ ବିଭିନ୍ନ ଅଂଚଳରେ ଆପାର୍ଟମେଣ୍ଟ ତିଆରି ହେଉଛି।ପୂର୍ବରୁ ମଧ୍ୟ କିଛି ଆପାର୍ଟମେଣ୍ଟରୁ ଚୋରୀ ହୋଇଛି।ଅପରାଧୀଙ୍କୁ ଧରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ।


error: Content is protected !!