ବିସ୍ଫୋରଣ: ୨୩ପାକ୍‌ ସୈନିକ ମୃତ


ବିସ୍ଫୋରଣ: ୨୩ପାକ୍‌ ସୈନିକ ମୃତ।ପାକିସ୍ତାନ ସେନା ବେସ୍‌ କ୍ୟାମ୍ପରେ ବଡ଼ଧରଣର ବିସ୍ଫୋରଣ।ଉତ୍ତରପଶ୍ଚିମ ପାକିସ୍ତାନ ସେନା କ୍ୟାମ୍ପରେ ବଡ଼ ବିସ୍ଫୋରଣ।ବିସ୍ଫୋରଣରେ ୨୩ ଜଣ ପାକିସ୍ତାନ ସୈନିକ ମୃତ ସୂଚନା।ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା।


error: Content is protected !!