ବୋରୱେଲରୁ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ


ବୋରୱେଲରୁ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ।ବୋରୱେଲର ୨୦ରୁ ୨୫ ଫୁଟ ତଳେ ପଡିଥିଲା ଶିଶୁ।ଉଦ୍ଧାର ପରେ ନବଜାତକାକୁ ହସ୍ପିଟାଲ ନିଆଯାଉଛି।ଗ୍ରୀନ କରିଡରରେ ନିଆଯାଉଛି ବୁର୍ଲା ହସ୍ପିଟାଲ।୮ ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ଧାର ପାଇଁ ଚାଲିଥିଲା ରେସକ୍ୟୁ ଅପରେସନ।


error: Content is protected !!