ଉଦ୍ଧାରକାରୀ ଦଳକୁ ପ୍ରଶଂସା କଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ


ଉଦ୍ଧାରକାରୀ ଦଳକୁ ପ୍ରଶଂସା କଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ।ଲୁହା ପାଇପ ଭିତରେ ଶିଶୁଟି ଥିବାରୁ ଚ୍ୟାଲେଞ୍ଜିଂ ଥିଲା।କିପରି ପାଇପ କାଟିଲେ ଶିଶୁର କ୍ଷତି ହେବନି ଗୁରୁତ୍ବପୂର୍ଣ୍ଣ ଥିଲା।କାଟିଲା ବେଳେ ଶିଶୁଟି ଯେପରି ତଳକୁ ଖସି ନ ଯାଏ ଦେଖୁଥିଲୁ।ସେହିପରି ଲୁହା ପାଇପ ଯେପରି ନ ତାତେ ତାକୁ ମଧ୍ୟ ଦେଖୁଥିଲୁ।


error: Content is protected !!