ପାରାଦୀପ ସମୁଦ୍ରରୁ ମିଳିଲା ବିରଳ ମୂଲ୍ୟବାନ ତେଲିଆ ମାଛ


ପାରାଦୀପ ସମୁଦ୍ରରୁ ମିଳିଲା ବିରଳ ମୂଲ୍ୟବାନ ତେଲିଆ ମାଛ, ମୋଟ୍ ୧୭ଟି ମାଛ ମିଳିଲା, ଓଜନ ୩ କ୍ୱିଣ୍ଟାଲରୁ ଅଧିକ, ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ସୂଚନା।


error: Content is protected !!