ମୋ କଟକ ସୁରକ୍ଷା ମଞ୍ଚ


“ମୋ କଟକ ସୁରକ୍ଷା ମଞ୍ଚ” ୪ର୍ଥ ସ୍ଵନକ୍ଷତ୍ର ଉତ୍ସବ ବାରବାଟୀ ସମ୍ମାନ-୨୦୨୩ କାର୍ଯ୍ୟକ୍ରମ ଆସନ୍ତା ତା-୧୩.୧୨.୨୩ (ବୁଧବାର)ଦିନ ୧୧ଟା ସମୟରେ କଟକ ଯୋବ୍ରା ରିଂବନ୍ଧ ସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମରେ ପ୍ରଫେସର ବିଦ୍ୟୁତ ଦାସଙ୍କୁ ସର୍ବଶ୍ରେଷ୍ଠ ନାଗରିକ ବାରବାଟୀ ସମ୍ମାନ-୨୦୨୩ରେ ସମ୍ଭର୍ଦ୍ଧିତ କରାଯିବା ସହ ବିଶିଷ୍ଟ ବ୍ୟକ୍ତି, ଅନନ୍ୟ ପ୍ରତିଭା,ପୂଜାକମିଟି, ସାମାଜିକ ସଂଗଠନ,ସାମ୍ବାଦିକ, କର୍ପୋରେଟରଙ୍କୁ ବାରବାଟୀ ସମ୍ମାନ-୨୦୨୩ରେ ସମ୍ଭର୍ଦ୍ଧିତ କରାଯିବ।ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାପାଇଁ ବିନମ୍ର ନିବେଦନ।🙏🙏🙏*ଜିତେନ୍ଦ୍ର ସାହୁ,ସମ୍ପାଦକ📲9861431109*


error: Content is protected !!