ସଂସଦ ଭବନ ବାହାରେ ବି ୨ ଜଣଙ୍କ ବିକ୍ଷୋଭ ପ୍ରଦର୍ଶନ


ସଂସଦ ଭବନ ବାହାରେ ବି ୨ ଜଣଙ୍କ ବିକ୍ଷୋଭ ପ୍ରଦର୍ଶନ।ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଉଠାଇନେଲା ପୋଲିସ।ପରିବହନ ଭବନ ସାମ୍ନାରେ ବିକ୍ଷୋଭ ବେଳେ ଉଠାଇନେଲେ।୨ ଜଣଙ୍କ ଠାରୁ ଧୂଆଁ ନିର୍ଗତ ସାମଗ୍ରୀ ଜବତ କଲା ପୋଲିସ।


error: Content is protected !!