ବଡ଼ ଦୁଃଖଦ ଖବର


IED ବିସ୍ଫୋରଣରେ ଜଣେ ଯବାନ ସହିଦ, ଅନ୍ୟଜଣେ ଗୁରୁତର।CRPF ୯ମ ବାଟାଲିୟନର କନଷ୍ଟେବଳ କମଲେଶ ସାହୁ ସହିଦ।ଗୁରୁତର ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ସୂଚନା।ଛତିଶଗଡ଼ ନାରାୟଣପୁର ଛୋଟାଙ୍ଗୋଙ୍ଗର ଜଙ୍ଗଲରେ ବିସ୍ଫୋରଣ।ସର୍ଚ୍ଚ ଅପରେସନ ଚାଲିଥିବା ବେଳେ IED ବିସ୍ଫୋରଣ ସୂଚନା।


error: Content is protected !!