ମାଟ୍ରିକ ମନିଟରିଂ କରିବ AI


ଚଳିତ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା।ଷ୍ଟ୍ରଙ୍ଗରୁମ୍‌‌ , DEO ଅଫିସ , ପରୀକ୍ଷା ହଲରେ ଲାଗିବ AI କ୍ୟାମେରା।AI କ୍ୟାମେରା ଅପରେଟିଂ ପାଇଁ କମାଣ୍ଡ ରୁମରେ ୭/୮ ଜଣ ରହିବେ।କିଛି ତ୍ରୁଟି ପରିଲକ୍ଷିତ ହେଲେ କମାଣ୍ଡ ରୁମ୍‌କୁ ଜଣାଇବ AI କ୍ୟାମେରା।ପ୍ରେସମିଟ୍‌ରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କ ସୂଚନା।


error: Content is protected !!