ଲିକ୍‌ ବାହାନାରେ ୩ଲକ୍ଷ ଲୁଟ୍


ଜୟପୁର: କାରରୁ ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ୨ ଦୁର୍ବୃତ୍ତ।ଟାଉନ ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଲୁଟି ନେଲେ।ଲୁଟ୍‌ ନେଇ ଥାନାରେ ଅଭିଯୋଗ କଲେ କୁମୁଲିପୁଟ ଅଞ୍ଚଳର ବ୍ୟକ୍ତି।SBI ମୁଖ୍ୟ ଶାଖାରୁ ଟଙ୍କା ଉଠାଇ ଫେରିବା ବାଟରେ ଲୁଟ୍‌ର ଶିକାର।କାର୍‌ରୁ ତେଲ ଲିକ୍‌ ହେଉଥିବା କହି ଲୁଟ୍ କରିଥିବା ଅଭିଯୋଗ।


error: Content is protected !!