ରାଜ୍ୟରେ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ୨୪ ସହର ତାପମାତ୍ରା


👉 ୯.୬ ଡିଗ୍ରୀ ସହ କେନ୍ଦୁଝର ସବୁଠୁ ଥଣ୍ଡା ସହର।

👉 ଫୁଲବାଣୀ ୧୦, ଦାରିଙ୍ଗବାଡ଼ି ୧୦, କୋରାପୁଟ ୧୦.୮ ଡିଗ୍ରୀ।

👉 କଟକ ୧୪.୮ ଓ ଭୁବନେଶ୍ୱର ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ।


error: Content is protected !!