ଏ ସମ୍ମାନ ମୋର ନୁହେଁ ଏହା ହେଉଛି ଆପଣ ମାନଙ୍କ ଭଲ ପାଇବା ଏବଂ ଆଶୀର୍ବାଦ


ଆଜି ଯେଉଁ ମୋ କଟକ ସୁରକ୍ଷା ମଞ୍ଚ ପକ୍ଷରୁ ମତେ ଯେଉଁ ସମ୍ମାନିତ କରାଯାଇଛି ।ଏ ସମ୍ମାନ ମୋର ନୁହେଁ ଏହା ହେଉଛି ଆପଣ ମାନଙ୍କ ଭଲ ପାଇବା ଏବଂ ଆଶୀର୍ବାଦ lବେଳେ ବେଳେ କର୍ମକ୍ଷେତ୍ରରେ ଏଭଳି ସମ୍ମାନ ଆଗକୁ ଯିବାକୁ ଅଧିକ ପ୍ରେରଣା ଦେଇଥାଏ l


error: Content is protected !!