ଦୁର୍ଘଟଣାରେ ୨ସାଙ୍ଗ ମୃତ


ସୁନ୍ଦରଗଡ଼ରେ କାର୍‌-ବାଇକ ମୁହାଁମୁହିଁ ଧକ୍କା, ୨ ସାଙ୍ଗ ମୃତ।ଲେଫ୍ରିପଡା ଥାନା ବରହାଖାଇରେ ଦୁର୍ଘଟଣା।ମୃତକ କୁଲବାର ରିକାଶ ନାଏକ ଓ ତେଲେନଡିହିର ବୀରେନ୍ଦ୍ର ମହାନନ୍ଦିଆ।ଦୁଇ ସାଙ୍ଗ ଉଜ୍ବଳପୁର ବିଦ୍ୟୁତ ଡିଭିଜନରେ କାମ କରନ୍ତି।ଘରକୁ ଫେରିବା ବେଳେ ଧକ୍କା ଦେଇଥିଲା କାର୍‌।


error: Content is protected !!