ମାଟ୍ରିକ ପରୀକ୍ଷା ସୂଚୀ ନେଇ ବୋର୍ଡ ପକ୍ଷରୁ ସୂଚନା


ମାଟ୍ରିକ ପରୀକ୍ଷା ସୂଚୀ ନେଇ ବୋର୍ଡ ପକ୍ଷରୁ ସୂଚନା।ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା।୨୦ରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ। ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ।


error: Content is protected !!