TMCର ରାଜ୍ୟସଭା ସାଂସଦ ଡେରିକ୍‌ ଓବ୍ରେନ୍ ନିଲମ୍ବିତ


TMCର ରାଜ୍ୟସଭା ସାଂସଦ ଡେରିକ୍‌ ଓବ୍ରେନ୍ ନିଲମ୍ବିତ।ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କଲେ ଅଧ୍ୟକ୍ଷ।ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ନିଲମ୍ବିତ।ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ମଧ୍ୟ ୨ଟା ଯାଏଁ ମୁଲତବି।


error: Content is protected !!