ମୁନିଗୁଡା ପଂଚାୟତ ୨୦୨୩ ଚଇତି ମହୋତ୍ସବ ଅନୁଷ୍ଠିତ


ରାୟଗଡ଼ା:(କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ):- ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ରେ ୨୦୨୩ ଚଇତି ମହୋତ୍ସବ ମହା ବିଦ୍ୟାଳୟ କଲେଜ ପଡିଆ ପରିସର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଆଦିବାସୀ ସାମାଜିକ କଳା ଓ ସଂସ୍କୃତି ଉପରେ ଆୟୋଜନ କରାଯାଇ ଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ଶ୍ରୀ ଯୁକ୍ତ ଜଗନ୍ନାଥ ସରାକା, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧିର କୁମାର ଦାଶ,ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡୁକା ,ଗୌଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ପ୍ରିତମ କୁମାର ତନ୍ତୀ, ରାଜସ୍ବ ଅଧିକାରୀ ଶ୍ରୀମତି ଏମ ଅନୁରାଧା, କୃଷି ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ଶତପଥୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦୁଖୀନୀ ନୁଣ୍ଡୁକା, ଉପାଧ୍ୟକ୍ଷ ଶ୍ରୀ ଆଦ୍ରସ କୌଶଲ୍ୟା, ଜିଲ୍ଲାପରିଷଦ ମାଧବୀ କନ୍ଧପଣି, ପୂର୍ବତନ ମନ୍ତ୍ରୀ ଶ୍ରୀ ଯୋଗେଶ୍ୱର ବେହେରା , , ଜିଲ୍ଲାପରିଷଦ ଉପ ସଭାପତି ସନ୍ତୋଷ ସୁନା, ଉତ୍ତମ ଦାସ, ପ୍ରେସ କ୍ଲବ ମେମ୍ବର, ସମସ୍ତ ସାମ୍ବାଦିକ ବନ୍ଧୁ , ବିଷମକଟକ ଏସ ଡିପିଓ ଶ୍ରୀମତି ସନ୍ତୋଷୀନୀଔରମ୍,ଆଇଆଇସି ସୈଦାମିନୀ ବେହେରା, ବିଷମକଟକ ବ୍ଲକ ଅଧିକାରୀ ସଦାଶିବ ନାୟକ,ସମସ୍ତ ପଞ୍ଚାୟତ ସମିତି କର୍ମ କର୍ତ୍ତା ବୃନ୍ଦ ଓ କୁନିକୁନି ଛାତ୍ର ଓ ଛାତ୍ରୀ ଓ ମୁନିଗୁଡା ଗ୍ରାମ ବାସୀ ବୃନ୍ଦ ଓ ବିଜୁ ଜନତା ଦଳ କର୍ମୀ ଶ୍ରୀ ବୃଦବନ୍ ପାଢ଼ୀପ୍ରମୁଖ ଉପସ୍ଥିତ ଥିଲେ।


error: Content is protected !!