ଶ୍ରୀମୟୀ ମିଶ୍ରଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡା ଜିତାଇବାକୁ କହିବା ପ୍ରସଙ୍ଗ: ପ୍ରସନ୍ନ ପାଟ୍ଟଶାଣୀ କହିଲେ


ଶ୍ରୀମୟୀ ମିଶ୍ରଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡା ଜିତାଇବାକୁ କହିବା ପ୍ରସଙ୍ଗ: ପ୍ରସନ୍ନ ପାଟ୍ଟଶାଣୀ କହିଲେ- କେତେ ଏମିତି ଆସିବେ ଆଉ ଯିବେ, ଆମେ ଲୋକଙ୍କ ସହ ଅଛୁ; ଲୋକଙ୍କ ସହ ଯିଏ ଥାଏ ତାର ପରାଜୟ ହୁଏନି, ମୁଁ କେବେ ହାରିନି; ମୋତେ ଟିକେଟ ଦେଇଥିଲେ ମୁଁ ବହୁ ଭୋଟରେ ଜିତିଥାନ୍ତି; ଯଦି ତାଙ୍କୁ ଟିକେଟ ଦେଲେ, ତେବେ ଭଲକଥା।


error: Content is protected !!