୩୧ ଲୋକସଭା ସାଂସଦ ଚଳିତ ଅଧିବେଶନରୁ ସସ୍‌ପେଣ୍ଡ


୩୧ ଲୋକସଭା ସାଂସଦ ଚଳିତ ଅଧିବେଶନରୁ ସସ୍‌ପେଣ୍ଡ।ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୧ ସାଂସଦ ସସ୍‌ପେଣ୍ଡ।ଦୟାନିଧି ମାରାନ, ଏ. ରାଜା, ସୌଗତ ରୟ ସସ୍‌ପେଣ୍ଡ।ଗୃହରେ ହୋହଲ୍ଲା, ହଟ୍ଟଗୋଳ ପାଇଁ ସସ୍‌ପେଣ୍ଡ କଲେ ବାଚସ୍ପତି।ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ହଟ୍ଟଗୋଳ କରୁଥିଲେ।


error: Content is protected !!