ମୋ କଟକ ସୁରକ୍ଷା ମଞ୍ଚ


“ମୋ କଟକ ସୁରକ୍ଷା ମଞ୍ଚ” ୪ର୍ଥ ସ୍ଵନକ୍ଷତ୍ର ଉତ୍ସବ ବାରବାଟୀ ସମ୍ମାନ-୨୦୨୩କାର୍ଯ୍ୟକ୍ରମରେ କାର୍ଯ୍ୟ ବ୍ୟସ୍ତତା ଭିତରେ ମାନ୍ୟବର ମେୟର ଶ୍ରୀଯୁକ୍ତ Subhash Singh ଯୋଗଦେଇ ପାରିନଥିଲେ।ଆଜି ମେୟରଙ୍କୁ ବାରବାଟୀ ସମ୍ମାନ-୨୦୨୩ରେ ସସମ୍ମାନର ସହ ସମ୍ଭର୍ଦ୍ଧିତ କରାଯାଇଛି।


error: Content is protected !!